STORYMIRROR
ମୋ...
ମୋ ବୋଉର ପିନ୍ଧା...
ମୋ ବୋଉର...
“
ମୋ ବୋଉର ପିନ୍ଧା ଶାଢି଼ ❤
ମୁଁ ଯେତେବେଳେ ଛୋଟ ଥିଲି, ବୋଉ ତୁ ତ ଅଫିସ୍ ପଳଉ। ଦିହିପରେ କିନ୍ତୁ ତୋ କଥା ବହୁତ ମନେପଡେ। ତୁ ସକାଳେ ଯୋଉ ପିନ୍ଧିଥିବା ତୋର ଶାଢି଼ ବଦଳିକି ଅଫିସ୍ ଯାଉ। ତୋର ସେଇ ବଦଳା ଶାଢି଼ଟା ଖଟ ଉପରେ ପଡିଥାଏ। ମୁଁ ତୋର ସେଇ ଶାଢି଼ଟା ଧରେ। ସେଥିରେ ତୋ ଦେହର ବାସ୍ନା ଥାଏ। ସେଇ ଶାଢି଼ରୁ ତୋର ମୋ ପାଖରେ ଉପସ୍ଥିତ ଥିବାର ବାସ୍ନା ପାଏ। ଆଉ ସେଇ ଶାଢି଼ଟା ଧରିକି ମୁଁ ଦିହିପରେ ଶୋଇପଡେ। ତୋର ପିନ୍ଧା ଶାଢି଼ ମୋର ବହୁତ୍ ପ୍ରିୟ ।#ତୃପ୍ତି
❤ୟୁ ବୋଉ
”
399
More oriya quote from Truptimayee Behera
Download StoryMirror App