STORYMIRROR
ମୋ ବୋଉ...
ମୋ ବୋଉ ❤
ବୋଉ ...
ମୋ ବୋଉ...
“
ମୋ ବୋଉ ❤
ବୋଉ ଆମମାନଙ୍କୁ ବହୁତ ଭଲ ପାଏ, ଆମେ ଭାଇ ଭଉଣୀ ମଧ୍ୟ ତାକୁ ବହୁତ ଭଲ ପାଉ। କିନ୍ତୁ ଆମମାନଙ୍କଠାରୁ ତାର ନାତି ନାତୁଣୀମାନେ ତାକୁ ବେଶୀ ଭଲପାନ୍ତି। ଆମେମାନେ ତ ବୋଉକୁ ବୋଉ ବୋଲି ଡାକୁ ଆମଠୁ ଶୁଣିକି ଆମ ଛୁଆମାନେବି ତାକୁ “ବୋଉ" ବୋଲି ଡାକୁଛନ୍ତି। ମୁଁ ବୋଉକୁ କୁହେ ବୋଉ ତୁ ଆଉ ଆଈ ହେଇପାରିଲୁନି, ତତେ ତ ସବୁ “ବୋଉ" ବୋଲି ଡାକୁଛନ୍ତି। ବୋଉ କିନ୍ତୁ ଛୁଆମାନଙ୍କ “ବୋଉ" ବୋଲି ଡାକରେ ଭାରି ଖୁସି। ମତେ ବି ବହୁତ ଭଲ ଲାଗେ “ବୋଉ" ଡାକଟା ।
❤ୟୁ“ବୋଉ"😘
✍️ତୃପ୍ତି
”
210
More oriya quote from Truptimayee Behera
Download StoryMirror App