STORYMIRROR

ମୋ କଲମ ମୁନର...

“ ମୋ କଲମ ମୁନର ପାରିଦର୍ଶୀତା ତୁ...... ସେ କଲମର ରଙ୍ଗୀନ କାଳୀ ମୁଁ..... ସଦ୍ୟ ପ୍ରସ୍ଫୁଟିତ ଚମ୍ପା କଢିଟେ ତୁ..... ସେ ଫୁଲ ଚୁମୁ ଥିବା ଭଅଁରଟେ ମୁଁ..... ନାରୀ ମଧ୍ୟେ ଉଚ୍ଚ ଚିତ୍ରେଣୀ ଯେ ତୁ... . ତତେ ବିଭା କରି ପ୍ରେମକୁ ଅମର କରିବି ମୁଁ....। ”

By Smruti Ranjan
 214


More oriya quote from Smruti Ranjan
24 Likes   0 Comments
19 Likes   0 Comments