I'm Smruti and I love to read StoryMirror contents.
Share with friends
ତୋ ନିରୀହ ନୟନେ ଭରିରହିଛି ଯେ ଅସରନ୍ତି ପ୍ରେମର ଜୀମୂତ....... ଚାତକ ପକ୍ଷୀ ମୁଁ ଅଖଣ୍ଡ ତୃଷ୍ଣାରେ ପାନ କରିବାକୁ ଚାହେଁ ସେ ଅମୃତ..........।