@uk6t2xq6

Smruti Ranjan
Literary Colonel
AUTHOR OF THE YEAR 2020 - NOMINEE

22
Posts
3
Followers
7
Following

I'm Smruti and I love to read StoryMirror contents.

Share with friends
Earned badges
See all

Submitted on 04 Feb, 2021 at 02:20 AM

ତୋ ନିରୀହ ନୟନେ ଭରିରହିଛି ଯେ ଅସରନ୍ତି ପ୍ରେମର ଜୀମୂତ....... ଚାତକ ପକ୍ଷୀ ମୁଁ ଅଖଣ୍ଡ ତୃଷ୍ଣାରେ ପାନ କରିବାକୁ ଚାହେଁ ସେ ଅମୃତ..........।

Submitted on 02 Feb, 2021 at 16:34 PM

ମୋ କଲମ ମୁନର ପାରିଦର୍ଶୀତା ତୁ...... ସେ କଲମର ରଙ୍ଗୀନ କାଳୀ ମୁଁ..... ସଦ୍ୟ ପ୍ରସ୍ଫୁଟିତ ଚମ୍ପା କଢିଟେ ତୁ..... ସେ ଫୁଲ ଚୁମୁ ଥିବା ଭଅଁରଟେ ମୁଁ..... ନାରୀ ମଧ୍ୟେ ଉଚ୍ଚ ଚିତ୍ରେଣୀ ଯେ ତୁ... . ତତେ ବିଭା କରି ପ୍ରେମକୁ ଅମର କରିବି ମୁଁ....।


Feed

Library

Write

Notification
Profile