STORYMIRROR
ମୋ...
ମୋ ଅହଙ୍କାର ରୂପୀ...
ମୋ ଅହଙ୍କାର...
“
ମୋ ଅହଙ୍କାର ରୂପୀ ମନରୁ ଗରବ ପଣିଆକୁ ହଟେଇ,
ମାେ ଲୋଭ ଗ୍ରସ୍ତ ଅନ୍ତର ଆତ୍ମାରୁ ସନ୍ତୁଷ୍ଟିକୁ ଭରି ଦେଇ,
ମୋ ମୋହ ରୂପୀ ମାୟାକୁ ଦୂରୀଭୂତ କରି ଦେଇ,
ତୁମ ପ୍ରେମେ ବାନ୍ଧିଦିଅ ତୁମ ଭକତ ସଜେଇ।।।
”
337
More oriya quote from Tushar Bky
Download StoryMirror App