Tushar kanta sahoo
Literary Captain
AUTHOR OF THE YEAR 2020 - NOMINEE

22
പോസ്റ്റ്സ്
2
ഫോളോവെർസ്
0
ഫോളോവിങ്

ଦୁର୍ବଳ ମନ ଆଉ କମଜୋର ପ୍ରାଣର ଆବେଗରେ ସୃଷ୍ଟି ହେଉ ଥିବା ପ୍ରତିଟି ଚିନ୍ତନ କୁ ନିଜ ଗାଉଁଲି ଭାଷାରେ ଗଢି ତୋଳିବା ପାଇଁ ଚେଷ୍ଟା କରିଛି।ଓଡ଼ିଆ ଭାଷା ଓ ସାହିତ୍ୟ କୁ ସମୃଦ୍ଧ କରିବାରେ ମୁଁ କେତେ ସଫଳ ହେବି ଜାଣିନି,କିନ୍ତୁ ହୃଦୟରେ ଏକ ଛାପ ଦେବାକୁ ମୋର ପ୍ରଚେଷ୍ଟା ଜାରି ରହିଛି, ରହିଥିବ ମଧ୍ୟ।

കൂട്ടുകാരുമായി പങ്കുവെക്കുക
Earned badges
See all

ଆହା ଶବ୍ଦ ବୋଧେ ମା' ପାଖରୁ ସୃଷ୍ଟି। କାହିଁକି ନା! କଷ୍ଟ ନ ଆସୁଣୁ ଆମେ ମା' କୁ ହିଁ ଡ଼ାକୁ।

ମୋ ଅହଙ୍କାର ରୂପୀ ମନରୁ ଗରବ ପଣିଆକୁ ହଟେଇ, ମାେ ଲୋଭ ଗ୍ରସ୍ତ ଅନ୍ତର ଆତ୍ମାରୁ ସନ୍ତୁଷ୍ଟିକୁ ଭରି ଦେଇ, ମୋ ମୋହ ରୂପୀ ମାୟାକୁ ଦୂରୀଭୂତ କରି ଦେଇ, ତୁମ ପ୍ରେମେ ବାନ୍ଧିଦିଅ ତୁମ ଭକତ ସଜେଇ।।।

ଏକା ବଞ୍ଚିବାର ମଜା ହିଁ କିଛି ଅଲଗା, କିଛି ସମ୍ପର୍କ ଖୋଜା, ତ ଆଉ କିଛି ଅଲୋଡା

ଏକା ବଞ୍ଚିବାର ମଜା ହିଁ କିଛି ଅଲଗା, କିଛି ସମ୍ପର୍କ ଖୋଜା, ତ ଆଉ କିଛି ଅଲୋଡା

ତମ ବିସ୍ତୀର୍ଣ୍ଣ ମନର ଅଣଓସାରିଆ ହୃଦୟ ଭିତରେ ହୁଏତ ମୋ ପାଇଁ ଯାଗା ନ ଥାଇ ପାରେ। କିନ୍ତୁ ମୋ ଅବତୀର୍ଣ୍ଣ ମନର ଫାଳି କିଆ ହୃଦୟ ଭିତରେ ତୁମ ପାଇଁ ଅସରନ୍ତି ପ୍ରେମ ଭରି ରଖେ।।।

ସିଏ.... ଆଉ ଇଏ....... ତାଙ୍କ ଭିତରେ ଜଣେ ପି.ଏ.। ତିନି କୋଣିଆ ପ୍ରେମ ଭିତରେ ଉଭୟ ଉଭୟଙ୍କୁ ପଚରାଉଚୁରା ଇ ଏ କିଏ ? ସିଏ କିଏ? ମୁଁ କିଏ ?

ବୋଉ:-ବୋଉ ଦିନେ ଦିନେ ତୋ ସେ ପାଣି କନ୍ଦାର ହାତ, ଅଣ୍ଟା ବିନ୍ଧା, ମୁଣ୍ଡ ବୁଲା କୁ ଦେଖି ମତେ ଦୁଃଖ ଲାଗେ।ତୋରି ଶାଢ଼ୀ ରୁ ତୋ ମୁହଁରୁ ଝାଳ ବୋଛି ଦେବି ଆଉ ମୁଁ ସବୁ କାମ କରି ଦେବି ତୋ ହାତରୁ ଛଡେଇ।୫ରୁ ୬ ଦିନ କିଛି କାମ ରେ ସହଯୋଗ କରି ଓହରି ଯାଏ ସେ କାମରୁ।ଭାବେ ବୋଉ ତ ସବୁ କାମ କରି ଦେଉଛି।ଆଉ କଣ ମୋର ଦରକାର୍।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ