STORYMIRROR
ବୋଉ:-ବୋ...
ବୋଉ:-ବୋଉ ଦିନେ...
ବୋଉ:-ବୋଉ...
“
ବୋଉ:-ବୋଉ ଦିନେ ଦିନେ ତୋ ସେ ପାଣି କନ୍ଦାର ହାତ, ଅଣ୍ଟା ବିନ୍ଧା, ମୁଣ୍ଡ ବୁଲା କୁ ଦେଖି ମତେ ଦୁଃଖ ଲାଗେ।ତୋରି ଶାଢ଼ୀ ରୁ ତୋ ମୁହଁରୁ ଝାଳ ବୋଛି ଦେବି ଆଉ ମୁଁ ସବୁ କାମ କରି ଦେବି ତୋ ହାତରୁ ଛଡେଇ।୫ରୁ ୬ ଦିନ କିଛି କାମ ରେ ସହଯୋଗ କରି ଓହରି ଯାଏ ସେ କାମରୁ।ଭାବେ ବୋଉ ତ ସବୁ କାମ କରି ଦେଉଛି।ଆଉ କଣ ମୋର ଦରକାର୍।
”
226
More oriya quote from Tushar Bky
Download StoryMirror App