STORYMIRROR
ମଣିଷ ଜୀବନ ରେ...
ମଣିଷ ଜୀବନ ରେ...
ମଣିଷ ଜୀବନ...
“
ମଣିଷ ଜୀବନ ରେ ଯେତେ ଧନ..
ସଞ୍ଚୟ କରି ବଡ଼ ଲୋକ ହେଲେ ମଧ୍ୟ ବଞ୍ଚିଥିବା ଯାଏ ଲୋକ ସେ ବଡ଼
-ଲୋକି ର ପ୍ରଶଂସା କରନ୍ତି ମରିଗଲା ପରେ ସେଇ ଛଅ ଖଣ୍ଡ କାଠ ଆଉ ସେଇ ମସାଣି ଯେଉଁଠି ରାଜା ପାଇଁ ବି ଆଉ ଭିଖlରୀ ପାଇଁ
ବି ସେ ଗୋଟେ ମସାଣି ସେ ଗୋଟେ
ରାସ୍ତା... ପୁଣି କାହିଁକି ହରାଏ ବଞ୍ଚିଥିଲା ବେଳେ ମଣିଷ ତାର
ମାନବିକତା?????
”
255
More oriya quote from jyotsna mayee panda
Download StoryMirror App