Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ମଣିଷ ଜୀବନ...

ମଣିଷ ଜୀବନ ରେ ଯେତେ ଧନ.. ସଞ୍ଚୟ କରି ବଡ଼ ଲୋକ ହେଲେ ମଧ୍ୟ ବଞ୍ଚିଥିବା ଯାଏ ଲୋକ ସେ ବଡ଼ -ଲୋକି ର ପ୍ରଶଂସା କରନ୍ତି ମରିଗଲା ପରେ ସେଇ ଛଅ ଖଣ୍ଡ କାଠ ଆଉ ସେଇ ମସାଣି ଯେଉଁଠି ରାଜା ପାଇଁ ବି ଆଉ ଭିଖlରୀ ପାଇଁ ବି ସେ ଗୋଟେ ମସାଣି ସେ ଗୋଟେ ରାସ୍ତା... ପୁଣି କାହିଁକି ହରାଏ ବଞ୍ଚିଥିଲା ବେଳେ ମଣିଷ ତାର ମାନବିକତା?????

By jyotsna mayee panda
 252


More oriya quote from jyotsna mayee panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments