STORYMIRROR
ଜନମ...
ଜନମ ମରଣ ଦୁଇଟି...
ଜନମ ମରଣ...
“
ଜନମ ମରଣ ଦୁଇଟି ଶବ୍ଦ ସେ
ମଝିରେ ଜୀବନ ନଈ
ସୁଖ ଦୁଃଖ ତାର ଦୁଇ କୂଳ ପୁଣି
ଆଶା ଅଟେ ତାର ଛାଇ...
ସମ୍ପର୍କ ତହିଁରେ କୁଟାଖିଅ ସମ..
ଯାଏ ସେ ନଇ ରେ ବୋହି l
(ଜ୍ୟୋତ୍ସ୍ନା )
”
14
More oriya quote from jyotsna mayee panda
Download StoryMirror App