STORYMIRROR
ମମତ୍ଵରେ ମଧୁ...
ମମତ୍ଵରେ ମଧୁ...
ମମତ୍ଵରେ ମଧୁ...
“
ମମତ୍ଵରେ ମଧୁ ନିସ୍ଵାର୍ଥ ନିର୍ଝର
ଆଶାହୀନ ପୁଣି ଦିଗନ୍ତ ବିସ୍ତାର
ସବୁ ଜନ୍ମ ନିଏ ଜନ୍ମ ସେ କୋଳର
ଚଳନ୍ତୀ ପ୍ରତିମା ମାଆ ତୁମେ ମୋର।
ତୁମ ପଦେ କୋଟି କୋଟି ନମସ୍କାର।
”
154
More oriya quote from Pranati Mahapatra
Download StoryMirror App