STORYMIRROR
ମହାଭାରତ...
ମହାଭାରତର କର୍ଣ୍ଣ...
ମହାଭାରତର...
“
ମହାଭାରତର କର୍ଣ୍ଣ ଥିଲେ ମହାବୀର ,
ତାହାଙ୍କ ଅକାଟ୍ୟ ଯୁକ୍ତି ହୋଇଛି ଅମର ।
ଉଚ୍ଚ କୁଳେ ଜନ୍ମ ହେବା ଦୈବର ଅଧୀନ ,
ପୁରୁଷତ୍ବ ପଣ କିନ୍ତୁ ଅଟେ ମଦାଧୀନ ।।
”
14
More oriya quote from Prabodha Mudra
Download StoryMirror App