STORYMIRROR
ମାଟି...
ମାଟି ପାଣି ପବନ ଓ...
ମାଟି ପାଣି...
“
ମାଟି ପାଣି ପବନ ଓ ଆକାଶର
ବଳୟ ଭିତରେ
ଏ ଜୀବନ ବନ୍ଧା ଆମ କେଉଁ ଏକ
ଅଦୃଶ୍ୟ ଛନ୍ଦରେ ।
ତା'ଭିତରେ ବନ୍ଧା ଆମ ଜୀବଜନ୍ତୁ
ନିତ୍ୟ ପରିବେଶ
ସଭିଏଁ ସମାନ ଏଠି ପାଇ ତାଙ୍କ
କରୁଣା ଅଶେଷ ।
”
42
More oriya quote from Chinmay Behera
Download StoryMirror App