STORYMIRROR

କାଲି ପାଇଁ...

“ କାଲି ପାଇଁ ଯିଏ ଭାବିନି ଜୀବନେ ଆଜି ପାଇଁ ହୁଏ ଖୁସି ଖରଚ କରଇ ସକଳ ଶକତି ହେଉ ଅବା ଦିବା ନିଶି । ଲୁହରେ ଲେଖେ ସେ ଆଗାମୀ ଦିନର ଅନାଗତ ଭବିଷ୍ୟତ ନିଜ ହାତେ ନିଜେ ଭାଙ୍ଗଇ ସପନ ଦୁଃଖକୁ ସଜେଇ ମିତ । @ଚିନ୍ମୟ ”

By Chinmay Behera
 34


More oriya quote from Chinmay Behera
0 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments