STORYMIRROR
କେତେ...
କେତେ ରୋଗ ବଇରାଗ...
କେତେ ରୋଗ...
“
କେତେ ରୋଗ ବଇରାଗ ଉପଶମ
କରେ ଯେଉଁ ଗଛ
ମାଟିଠୁ ଆକାଶ ଯାଏ ପରିବେଶ
ରଖେ ପୁଣି ସ୍ଵଚ୍ଛ ।
ଆମରି ଭିତରେ ଥାଏ ସଦାବେଳେ
ଦିନ ଆଉ ରାତି
ହେଉ ବା ତୁଳସୀ ବେଲ ଭୂଇଁନିମ୍ବ
ସେ ଆମ ସମ୍ପତି ।
”
84
More oriya quote from Chinmay Behera
Download StoryMirror App