STORYMIRROR

ମାଆ, ତୁମେ...

ମାଆ, ତୁମେ ମମତାମୟୀ, ପ୍ରେରଣାଦାୟୀ, ଜନ୍ମଦାତ୍ରୀ,ଅନ୍ନପୂର୍ଣ୍ଣା,କାହିଁ କେତେ ଯେ ନାମରେ ନାମିତ। ତ୍ୟାଗ,ସାହସ,ଧୈର୍ଯ୍ଯ ଓ ବଳିଦାନର ତୁମେ ପ୍ରତୀକ।ଆଜୀବନ ନିଜ କର୍ତ୍ତବ୍ୟ ଆଗରେ ତୁମେ ସମର୍ପିତ।#ମାତୃଦିବସର ଶୁଭ ଅବସରରେ ତୁମ ଶ୍ରିଚରଣେ ମୋର କୋଟି କୋଟି ପ୍ରଣାମ💐🙏🏼 #ମାତୃଦିବସ #ମାପାଇଁଦିନଟିଏ

By shaikh mozahid mahatab
 324


More oriya quote from shaikh mozahid mahatab
6 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
14 Likes   0 Comments