STORYMIRROR
&&&ମାଆ&...
&&&ମାଆ&&&
ତୁହି...
&&&ମାଆ&&&
...
“
&&&ମାଆ&&&
ତୁହି ଗୀତା ଭାଗବତ ତୁହି ରାମାୟଣ
ତୁହି ବ୍ରହ୍ମା ବିଷ୍ଣୁ ମାଆ ତୁହି ନାରାୟଣ।
ମୋ ପାଇଁ ମାଆ ତୁ ଲକ୍ଷ୍ମୀ ପୁଣି ସରସ୍ବତୀ,
ଯୋଗମାୟା ଦୟାମୟୀ ମା ତୁ ଆଦିଶକ୍ତି।
ସକଳ ତୀର୍ଥ ତୁ ମୋର ଅଶ୍ଵିନୀ କୁମାର
ତୋ ପଣତ ଶ୍ରୀମନ୍ଦିର ନେତ ଯେ ମୋହର।
”
230
More oriya quote from Pranati Mahapatra
Download StoryMirror App