Pranati Mahapatra
Literary Captain
AUTHOR OF THE YEAR 2020,2021 - NOMINEE

77
Posts
36
Followers
3
Following

I'm Pranati and I love to read StoryMirror contents.

Share with friends

&&&ମାଆ&&& ତୁହି ଗୀତା ଭାଗବତ ତୁହି ରାମାୟଣ ତୁହି ବ୍ରହ୍ମା ବିଷ୍ଣୁ ମାଆ ତୁହି ନାରାୟଣ। ମୋ ପାଇଁ ମାଆ ତୁ ଲକ୍ଷ୍ମୀ ପୁଣି ସରସ୍ବତୀ, ଯୋଗମାୟା ଦୟାମୟୀ ମା ତୁ ଆଦିଶକ୍ତି। ସକଳ ତୀର୍ଥ ତୁ ମୋର ଅଶ୍ଵିନୀ କୁମାର ତୋ ପଣତ ଶ୍ରୀମନ୍ଦିର ନେତ ଯେ ମୋହର।


Feed

Library

Write

Notification
Profile