STORYMIRROR

ମାଆ ପାଦ...

ମାଆ ପାଦ ଛୁଇଁ ପ୍ରଣାମ ଜଣାଇ ଲେଖା ମୋ ଆରମ୍ଭ କଲି ମାତୃ ଦିବସରେ ଅଭିନନ୍ଦନକୁ କବିତା ଆକାରେ ଦେଲି ସେନେହମୟୀ ତୁ ମମତାମୟୀ ତୁ ତୁ ମାଁ ଦେବୀ ଠାକୁରାଣୀ ତୋ ପାଦ ସେବି ଯାଉ ଏ ଜୀବନ ଦେ ତୋ କରୁଣା ବୁଣି ମାଆ ବୋଲି ଯେଉଁ ଦୁଇଟି ଅକ୍ଷର ଅମୃତର ଧାରା ସେଇ ମାଆ ଆର୍ଶିବାଦ ଥିଲେ ମୋ ଉପରେ ସାତ ସିନ୍ଧୁ ଯିବି ଡେଇଁ

By jagabandhu sahu
 268


More oriya quote from jagabandhu sahu
0 Likes   0 Comments
16 Likes   0 Comments
30 Likes   0 Comments
12 Likes   0 Comments
23 Likes   0 Comments