STORYMIRROR
ଦିନେ ଜଣେ ଲୋକ...
ଦିନେ ଜଣେ ଲୋକ...
ଦିନେ ଜଣେ...
“
ଦିନେ ଜଣେ ଲୋକ ହୋଟେଲ୍ ରେ ଖାଉଥାଏ ସକାଳେ ତ ଖାଇ ପିଇ ଗଲା ପୁଣି ସନ୍ଧ୍ଯାକୁ ଆସିଲା ହୋଟେଲ୍ ବାଲାକୁ କହିଲା ବାପା ଆଜି ତରକାରୀ କଣ ହୋଇଛି ହୋଟେଲ୍ ବାଲା ଜଣଙ୍କ ଉତ୍ତର ଦେଲେ ସକାଳେ ମାଆକୁ ଖାଇଥିଲୁ ଏବେ ପିଲାକୁ ଖାଇବୁ ଲୋକ ଜଣଙ୍କ ଚମକି ପଡିଲା କାରଣ ସେ ସକିଳେ ଚିକେନ୍ ତରକାରୀ ଖାଇଥିଲା ଆଉ ଏବେ ଅଣ୍ତା ତରକାରୀ ଖାଇବ ସତରେ ଥରେ ଭାବନ୍ତୁ ଯେ ଆଜିର ମଣିଷ କେଉଁ ଆଡକୁ ଗତି କରୁଛି
ପ୍ରେମ୍ କବି ଜଗବନ୍ଧୁ ସାହୁ : ଗଞ୍ଜାମ
”
184
More oriya quote from jagabandhu sahu
Download StoryMirror App