STORYMIRROR
ମାଆ...
ମାଆ ଗୋଟିଏ ଶବ୍ଦ...
ମାଆ ଗୋଟିଏ...
“
ମାଆ ଗୋଟିଏ ଶବ୍ଦ କିନ୍ତୁ ଅସରନ୍ତି କଥା ତା ଭିତରେ ଅଛି...
ସେ କାମ ବହୁତ କରେ ହେଲେ ଥକେନି.....
ସେ ମତେ ରାଗେ କିନ୍ତୁ ହୃଦୟରୁ ନୁହଁ..
ସେ ମତେ ମାରେ କିନ୍ତୁ କଷ୍ଟ ତାକୁ ହୁଏ...
ସେ ମତେ ଭଲ ପାଏ କିନ୍ତୁ ବିନା ସ୍ୱାର୍ଥରେ..... ତା ଋଣ ଶୁଝିବା ମୋ ପକ୍ଷେ ଅସମ୍ଭବ......
ବାସ ଏତିକି କହିବି ସେ ମୋ ଜୀବନ 😘😘😘😘
ସୁଧାଂଶୁ ଶେଖର ବେହେରା
ମୋ - ୯୪୩୭୧୨୪୯୪୮
”
270
More oriya quote from SUDHANSU SEKHAR BEHERA
Download StoryMirror App