STORYMIRROR

ଜଣେ...

ଜଣେ ବିବାହିତା ନାରୀ ..... ସିନ୍ଦୂର ଲଗାଏ ମୁଣ୍ଡରେ ସ୍ଵାମୀ ଙ୍କ ପାଇଁ ସିନ୍ଦୂର ଲଗାଏ ମଥା ରେ ରାଧା କୃଷ୍ଣ ଙ୍କ ପାଇଁ ସିନ୍ଦୂର ଲଗାଏ ବେକରେ ମା ସରସ୍ଵତୀ ଙ୍କ ପାଇଁ ସିନ୍ଦୂର ଲଗାଏ କାନ ରେ ଗୁରୁ ଙ୍କ ପାଇଁ ସିନ୍ଦୂର ଲଗାଏ ହାତରେ ଶାଶୁ ଶଶୁର ଙ୍କ ପାଇଁ .... ଏହି ୫ଟି ସ୍ଥାନ ରେ ଲଗଉଥିବା ନାରୀ ଙ୍କୁ ଐସୁଲକ୍ଷଣୀ କୁହାଯାଏ....

By SUDHANSU SEKHAR BEHERA
 28


More oriya quote from SUDHANSU SEKHAR BEHERA
0 Likes   0 Comments
24 Likes   0 Comments
14 Likes   0 Comments