STORYMIRROR
" ମା '...
" ମା ' “
ଦୁନିଆର...
" ମା '...
“
" ମା ' “
ଦୁନିଆର ସବୁ ଠୁ ବଡ ଆଉ ଗୁରୁତ୍ୱ ପୁର୍ଣ ଶବ୍ଦ ,
ଆଜି ମୁଁ ଯାହା ବି କିଛି କେବଳ ତୋରି ପାଇଁ ,
ମୃତ୍ୟୁ ସହିତ ଲଢେ଼ଇ କରି ତୁ ପ୍ରମାଣିତ କରି ଦେଇଚୁ ଯେ ମୋ ପାଇ ତୁ ଦୁନିଆର ସବୁଠୁ ସାହସୀ ମଣିଷ ,
ତତେ କଷ୍ଟ ହେଲେ ବି ତୁ ସବୁବେଳେ ହସୁଥାଉ କାଳେ ତୋ କଷ୍ଟ ଦେଖି ମୁଁ ଦୁଃଖୀ ହେବି !
ମୁଁ ଭଗବାନ ଙ୍କୁ ବହୁତ ଧନ୍ୟବାଦ ଜଣାଏ ଯେ ମତେ ଏଇ ଜନ୍ମ ରେ ତୋ ସେବା କରିବାର ସୁଯୋଗ ଦେଇଥିବାରୁ ,
ତୁ ସବୁବେଳେ ମୋ ସହିତ ଥା ..
ସବୁ ମାଁ ଙ୍କୁ ମୋରୋ ବିନମ୍ର ପ୍ରଣାମ 🙏🏻
”
157
More oriya quote from SUDHANSU SEKHAR BEHERA
Download StoryMirror App