STORYMIRROR
❤ମା...
❤ମା ❤
ନାଇ ଖାଇକରି...
❤ମା ❤
ନାଇ...
“
❤ମା ❤
ନାଇ ଖାଇକରି ଖୁଆଉଥିସି
ସେ ହେଲା ଆମର ମା
ଚାଲଲା ବାଟେ ଝୁଣ୍ଟେଇ ହେଲେ
ଦୌଡ଼ି ଆଏସି
ସେ ହେଲା ଆମର ମା
ଭୁକ ଲାଗଲେ ଜାନି ପକାସି
ସେ ହେଲା ଆମର ମା
ଶୁଇଲା ବେଲେ ଲୋରି ଗୀତ ଗାଈ
ଶୁଆଇ ଦେସି
ସେ ହେଲା ଆମର ମା
ସ୍କୁଲ ଯାଇଥିଲେ କେତଲେ ଆଇବା
ବଲି ବାଟଦେଖୁଥିସି
ସେ ହେଲା ଆମର ମା
ଖାଇ ସାରଲେ ପନତ କାନି ଥି
ଟୁଣ୍
”
324
More oriya quote from sugyan bagh Bagh
Download StoryMirror App