STORYMIRROR

ମା ମା ଗୋ...

ମା ମା ଗୋ ମୋର ସୁନା ମା କେତେ ଦୁଃଖ ସହୁଚେ ଦଶମାସ ଗର୍ଭେ ଧରି ଆମକୁ ଜନମ ଦେଇଚେ ତାର କୁଲେ ହଗି ଆମେ ତାର କୁଲେ ମୁତି ସବୁ ଯାକ ସହି ଯାଏସି ମା ହସି ହସି ଯେତେବେଲେ ଭୁକ ଲାଗସି ମା ସବୁ ଜାନସି ଗୀତ ଗାଈ ଗାଈ ମା କ୍ଷୀର ଖୁଆଇ ଦେସି ଯାହିଁ ଗଲେ ଛୁଆର ଲାଗି ମା ଚିନ୍ତିତ ଥିସି ପନତ କାନି ଥି ଗଣ୍ଠେଇ କରି କେତେ ଖଜା ଭୁଜା ଆନିଦେସି ଅଧା ଦୁରୁ ମା ମା ବ

By sugyan bagh Bagh
 357


More oriya quote from sugyan bagh Bagh
20 Likes   0 Comments
25 Likes   0 Comments