STORYMIRROR

ମା କେବଳ...

ମା କେବଳ ନାରୀ ନୁହେଁ ମାଂସ ହାଡ଼ କୁ ନେଇ ସେ ଗଢ଼ା ହୋଇନି ସେ l ସେ ଚଳନ୍ତି ଦେବି ସେ ତା ଛାତିରୁ ଅମୃତ ଦିଏ ପୃଥିବୀ ପରି ସହନଶୀଳ ସେ l ତାର ପାଦ ତଳେ ଅମାପ ଶକ୍ତି ଥାଏ l ତାର ପଣତ ତଳେ ଶୋଇପଡିଲେ ଯମରାଜ ଙ୍କ ଶକ୍ତି ବି ହାର ମାନିଥାଏ l ସେଥିପାଇଁ ମୋର କବିତାର ପଂକ୍ତି ଟିଏ ----- ଦରକାର ନାହିଁ ଏ ମିଛ ଜଗତ ମିଛ ଲାଗେ ପୁଣି ଜଗନ୍ନାଥ ମା ର ମମତା ମା ପଣତ ମିଛ ଏ ଦୁନିଆ ମା ହିଁ ସତ l

By ଉମେଶ ଚନ୍ଦ୍ର ଯେନା
 226


More oriya quote from ଉମେଶ ଚନ୍ଦ୍ର ଯେନା
12 Likes   0 Comments
13 Likes   0 Comments