STORYMIRROR
ମା କେବଳ ନାରୀ...
ମା କେବଳ ନାରୀ...
ମା କେବଳ...
“
ମା କେବଳ ନାରୀ ନୁହେଁ ମାଂସ ହାଡ଼ କୁ ନେଇ ସେ ଗଢ଼ା ହୋଇନି ସେ l ସେ ଚଳନ୍ତି ଦେବି ସେ ତା ଛାତିରୁ ଅମୃତ ଦିଏ ପୃଥିବୀ ପରି ସହନଶୀଳ ସେ l
ତାର ପାଦ ତଳେ ଅମାପ ଶକ୍ତି ଥାଏ l ତାର ପଣତ ତଳେ ଶୋଇପଡିଲେ ଯମରାଜ ଙ୍କ ଶକ୍ତି ବି ହାର ମାନିଥାଏ l
ସେଥିପାଇଁ ମୋର କବିତାର ପଂକ୍ତି ଟିଏ -----
ଦରକାର ନାହିଁ ଏ ମିଛ ଜଗତ
ମିଛ ଲାଗେ ପୁଣି ଜଗନ୍ନାଥ
ମା ର ମମତା ମା ପଣତ
ମିଛ ଏ ଦୁନିଆ ମା ହିଁ ସତ l
”
226
More oriya quote from ଉମେଶ ଚନ୍ଦ୍ର ଯେନା
Download StoryMirror App