ମନ୍ଦିର ରେ ଦେବି ଙ୍କ ପାଦ ଛୁଇଁଲେ ମୋ ମା ପାଦ ଦିଶେ ମନ୍ଦିର ରେ ଦେବି ଙ୍କୁ ପୁଜିଲେ ମୋ ମା ଦିଶେ ମୋ ମା କୁ ମୁଁ ଦେଖେ ସେଇ ମନ୍ଦିର ରେ ସେଇ ଭଗଵାନ ଙ୍କ ଭିତରେ
Share with friends
ଯଦି ତୁମ ସ୍ୱପ୍ନ ନିର୍ଦ୍ଧିଷ୍ଟ ଜାଗା ରେ ପାଇବ ଭାବୁଛ ତାହେଲେ ତୁମେ ସେହି ଜାଗାକୁ ଏକ ଲୟ ରେ ହିଁ ଯାଅ ପୁଣି ଏକ ନିର୍ଦ୍ଧିଷ୍ଟ ପଥ ରେ ଯାଅ l ନିଶ୍ଚିତ ତୁମେ ତୁମ ସ୍ବପ୍ନ କୁ ପାଇ ପରିବ l
ମା କେବଳ ନାରୀ ନୁହେଁ ମାଂସ ହାଡ଼ କୁ ନେଇ ସେ ଗଢ଼ା ହୋଇନି ସେ l ସେ ଚଳନ୍ତି ଦେବି ସେ ତା ଛାତିରୁ ଅମୃତ ଦିଏ ପୃଥିବୀ ପରି ସହନଶୀଳ ସେ l ତାର ପାଦ ତଳେ ଅମାପ ଶକ୍ତି ଥାଏ l ତାର ପଣତ ତଳେ ଶୋଇପଡିଲେ ଯମରାଜ ଙ୍କ ଶକ୍ତି ବି ହାର ମାନିଥାଏ l ସେଥିପାଇଁ ମୋର କବିତାର ପଂକ୍ତି ଟିଏ ----- ଦରକାର ନାହିଁ ଏ ମିଛ ଜଗତ ମିଛ ଲାଗେ ପୁଣି ଜଗନ୍ନାଥ ମା ର ମମତା ମା ପଣତ ମିଛ ଏ ଦୁନିଆ ମା ହିଁ ସତ l