ଯଦି ତୁମ ସ୍ୱପ୍ନ ନିର୍ଦ୍ଧିଷ୍ଟ ଜାଗା ରେ ପାଇବ ଭାବୁଛ ତାହେଲେ ତୁମେ ସେହି ଜାଗାକୁ ଏକ ଲୟ ରେ ହିଁ ଯାଅ ପୁଣି ଏକ ନିର୍ଦ୍ଧିଷ୍ଟ ପଥ ରେ ଯାଅ l ନିଶ୍ଚିତ ତୁମେ ତୁମ ସ୍ବପ୍ନ କୁ ପାଇ ପରିବ l
ମା କେବଳ ନାରୀ ନୁହେଁ ମାଂସ ହାଡ଼ କୁ ନେଇ ସେ ଗଢ଼ା ହୋଇନି ସେ l ସେ ଚଳନ୍ତି ଦେବି ସେ ତା ଛାତିରୁ ଅମୃତ ଦିଏ ପୃଥିବୀ ପରି ସହନଶୀଳ ସେ l ତାର ପାଦ ତଳେ ଅମାପ ଶକ୍ତି ଥାଏ l ତାର ପଣତ ତଳେ ଶୋଇପଡିଲେ ଯମରାଜ ଙ୍କ ଶକ୍ତି ବି ହାର ମାନିଥାଏ l ସେଥିପାଇଁ ମୋର କବିତାର ପଂକ୍ତି ଟିଏ ----- ଦରକାର ନାହିଁ ଏ ମିଛ ଜଗତ ମିଛ ଲାଗେ ପୁଣି ଜଗନ୍ନାଥ ମା ର ମମତା ମା ପଣତ ମିଛ ଏ ଦୁନିଆ ମା ହିଁ ସତ l