STORYMIRROR

" ମା '...

" ମା ' “ ଦୁନିଆର ସବୁ ଠୁ ବଡ ଆଉ ଗୁରୁତ୍ୱ ପୁର୍ଣ ଶବ୍ଦ , ଆଜି ମୁଁ ଯାହା ବି କିଛି କେବଳ ତୋରି ପାଇଁ , ମୃତ୍ୟୁ ସହିତ ଲଢେ଼ଇ କରି ତୁ ପ୍ରମାଣିତ କରି ଦେଇଚୁ ଯେ ମୋ ପାଇ ତୁ ଦୁନିଆର ସବୁଠୁ ସାହସୀ ମଣିଷ , ତତେ କଷ୍ଟ ହେଲେ ବି ତୁ ସବୁବେଳେ ହସୁଥାଉ କାଳେ ତୋ କଷ୍ଟ ଦେଖି ମୁଁ ଦୁଃଖୀ ହେବି ! ମୁଁ ଭଗବାନ ଙ୍କୁ ବହୁତ ଧନ୍ୟବାଦ ଜଣାଏ ଯେ ମତେ ଏଇ ଜନ୍ମ ରେ ତୋ ସେବା କରିବାର ସୁଯୋଗ ଦେଇଥିବାରୁ , ତୁ ସବୁବେଳେ ମୋ ସହିତ ଥା .. ସବୁ ମାଁ ଙ୍କୁ ମୋରୋ ବିନମ୍ର ପ୍ରଣାମ 🙏🏻

By SUDHANSU SEKHAR BEHERA
 157


More oriya quote from SUDHANSU SEKHAR BEHERA
0 Likes   0 Comments
24 Likes   0 Comments
14 Likes   0 Comments