STORYMIRROR

ଲୁହକୁ ଜଳେଇ...

ଲୁହକୁ ଜଳେଇ ଦୀପ ଜାଳୁ ଯେବେ ସଳିତାଟିଏ ଲୋ ହୋଇ ଦୁନିଆର ଯେତେ ଗର୍ବ, ଅହଙ୍କାର ତୋ ପାଦେ ପଡ଼ନ୍ତି ଶୋଇ । ଧନ ବୋଲି ଯେବେ କୋଳେଇ ନେଉ ତୁ ତୋ ଚିରା ପଣତ ତଳେ ହୃଦୟରୁ ମୋର ମାନ, ଅଭିମାନ ହୁତୁ ହୁତୁ ହୋଇ ଜଳେ । @ଚିନ୍ମୟ

By Chinmay Behera
 315


More oriya quote from Chinmay Behera
0 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments