STORYMIRROR
ଲୁହକୁ...
ଲୁହକୁ ଜଳେଇ ଦୀପ...
ଲୁହକୁ ଜଳେଇ...
“
ଲୁହକୁ ଜଳେଇ ଦୀପ ଜାଳୁ ଯେବେ
ସଳିତାଟିଏ ଲୋ ହୋଇ
ଦୁନିଆର ଯେତେ ଗର୍ବ, ଅହଙ୍କାର
ତୋ ପାଦେ ପଡ଼ନ୍ତି ଶୋଇ ।
ଧନ ବୋଲି ଯେବେ କୋଳେଇ ନେଉ ତୁ ତୋ ଚିରା ପଣତ ତଳେ
ହୃଦୟରୁ ମୋର ମାନ, ଅଭିମାନ
ହୁତୁ ହୁତୁ ହୋଇ ଜଳେ ।
@ଚିନ୍ମୟ
”
315
More oriya quote from Chinmay Behera
Download StoryMirror App