STORYMIRROR

ଲୁହ ଜଣାଇ...

ଲୁହ ଜଣାଇ ଦିଏ କଷ୍ଟ କିପରି ସଂସାର ଜଣାଇ ଦିଏ ପରିବାର କିପରି ବଚନ ଜଣାଇ ଦିଏ ମଣିଷ କିପରି ନଜର ଜଣାଇ ଦିଏ ସୁନ୍ଦରତା କିପରି ଆଉ ସମୟ ଜଣାଇ ଦିଏ ସମ୍ପର୍କ କିପରି

By Debasmita Dash
 16


More oriya quote from Debasmita Dash
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments