STORYMIRROR
କେହି...
କେହି ଜଣେ ମାଟି...
କେହି ଜଣେ...
“
କେହି ଜଣେ ମାଟି କଳସକୁ ପଚାରିଲେ,ତୁମେ ଏତେ ଥଣ୍ଡା ରହିପାରୁଛ କେମିତି ?
ମାଟି କଳସ ହସି ଦେଇ କହିଲା ଯାହାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ସବୁ ମାଟିରେ ଗଢାଯାଇଛି ତାହାର ଗର୍ବ ଓ ଅହଙ୍କାର କଣ ପାଇଁ....
”
15
More oriya quote from Debasmita Dash
Download StoryMirror App