STORYMIRROR
କରୋନା...
କରୋନା ର ଚିର ଗର୍ଭ...
କରୋନା ର ଚିର...
“
କରୋନା ର ଚିର ଗର୍ଭ ରେ ଆମେ ମାନେ ଆଜି ତତଲା ଟହ ଟହ ନିଶ୍ୱାସ ରେ ଅଣନିଶ୍ୱାସୀ ହେଇ ମନର ବେଦନାକୁ ହୃଦୟର ପନ୍ତିକା ରେ ଚାପି ନିଆଁ ର ଜ୍ୱାଳା, ଭାସ୍କର ଙ୍କ ଠାଣି ଠାରୁ ସତ ଗୁଣରେ ଦଗଧୀ ଭୂତ ହେଉଛୁ...!
ତଥାପି ବଞ୍ଚିବାର ଆଶା ନେଇ କରୋନା ର ସନ୍ଧି ମୃହୁତ୍ୱ ଘଡି କୁ ପତ୍ୟାଖ୍ୟାନ କରି ଜୀବନ କୁ ଜିଇଁବାକୁ ଚାହୁଁ......!
ସୁଦର୍ଶନ ଗିଲି
”
250
More oriya quote from SUDARSHAN GILI
Download StoryMirror App