STORYMIRROR
କଣ...
କଣ ଖୋଜୁଥିଲ ?
...
କଣ ଖୋଜୁଥିଲ...
“
କଣ ଖୋଜୁଥିଲ ?
ଏକାନ୍ତରେ ଜ୍ଯୋସ୍ନାଭରା ରାତିରେ
କିଛି ପାଇଲ ?
ନା ହରେଇଲ ....
ସେଇଟା ତୁମକୁ ଜଣା,
କିନ୍ତୁ, ମୁଁ ସାଉଁଟୁଥିଲି ନିଜ ଓଢଣୀରେ
ରୁପେଲି ଜ୍ୟୋତ୍ସ୍ନାର ଶୀତଳତା।
”
29
More oriya quote from Barsha Swain
Download StoryMirror App