STORYMIRROR
କଣ ବା...
କଣ ବା ଲେଖିବି କୁହ...
କଣ ବା...
“
କଣ ବା ଲେଖିବି କୁହ
ତୁମେ ତ ଏବେ ତୁମ ବାଟରେ ଚାଲିଗଲ
ତୁମ ଚେହେରା ମନେ ପଡ଼ିଲେ କେତେ ଭାବନା ଆସେ
ସତରେ କିଛି କ୍ଷଣ ରେ କେତେ ସବୁ ଘଟିଗଲା ଯାହା ହୃଦୟରେ ଚିରଦିନ ପାଇଁ କ୍ଷତ କରିଗଲା....
”
23
More oriya quote from Rekharani Sahu
Download StoryMirror App