STORYMIRROR

କିଏ କହିଲା...

କିଏ କହିଲା ଅତୀତ କୁ ଫେରିବାକୁ ଇଛା ହୁଏନି ଇଚ୍ଛା ହୁଏ ଫେରିବାକୁ ସେ ପିଲାଦିନ ସାଙ୍ଗସାଥୀ ଅତୀତକୁ କିନ୍ତୁ ମନ ସିନା ଖୋଜେ ସେଇ ଅତୀତ କଣ ପାଦ ଫେରିବାକୁ ଚାହେଁ ନା ଫେରିବାକୁ ଅନୁମତି ଦିଏ ???

By Rina Parida
 26


More oriya quote from Rina Parida
3 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments