STORYMIRROR

ଭାଵନାରେ ମନ...

ଭାଵନାରେ ମନ ହଜିଗଲେ ଆସେ କବିତା,କଥା, ଚରିତ କଳ୍ପନାରେ ମନ ହଜିଗଲେ ଆସେ ଲୁହ କୋହଭରା ଯନ୍ତ୍ରଣା ଅଦୃଶ୍ୟ ଅଦେଖା ଘାଆର ହୁଏ ପ୍ରତିବିମ୍ବିତ ଅତୀତ ବର୍ତମାନ ଆଉ ଭବିଷ୍ୟତ କୁ ଭାଳିଲେ କେବେ ମୁଖ ହସ ହସ ତ କେବେ ବିଷାଦ ଲୁହ ମିଶ୍ରିତ ......!

By Rina Parida
 126


More oriya quote from Rina Parida
3 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments