STORYMIRROR

କିଏ...

କିଏ ହସୁଅଛି କିଏ କାନ୍ଦୁଅଛି କିଏ ବି ଦେଖୁଛି ଖେଳ ଯିଏ ହସୁନାହିଁ ଅବା କାନ୍ଦୁନାହିଁ ସତେ ସେ କେତେ ଦୁର୍ବଳ ? ଚିତ୍ତରଞ୍ଜନ ଲେଙ୍କା,କଟକ

By Chittaranjan Lenka
 107