STORYMIRROR

କିଛି କାହାଣୀ...

କିଛି କାହାଣୀ ଅଧା ରହିଗଲା..... ଫରକ୍ କେବଳ ଏତିକି ଥିଲା କିଛି ଭୁଲ ତୁମେ କରିଥିଲ ଆଉ କିଛି ଭୁଲ ମୁଁ ବି କରିଥିଲି, ହେଲେ ତୁମର ସବୁ ଭୁଲ କୁ ମୁଁ ଭୁଲି ଯାଇଥିଲି, ହେଲେ ମୋର ସବୁ ଭୁଲ କୁ ତୁମେ ଭୁଲ ଭାବେ ହିସାବ କରି ମନେ ରଖୁଥିଲ..... କିଛି ସ୍ବପ୍ନ ମୁଁ ଦେଖିଥିଲି ଆଉ କିଛି ସ୍ବପ୍ନ ତୁମେ ବି ଦେଖିଥିଲ, ହେଲେ ମୋର ସବୁ ସ୍ବପ୍ନ ସ୍ବପ୍ନ ରେ ରହିଗଲା.... ଆଉ ତୁମର ସବୁ ସ୍ବପ୍ନ ସମୟ ସହ ବଦଳିଗଲା.... @Pawan_Kumar_❣️

By pawan mohakul
 34


More oriya quote from pawan mohakul
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments