STORYMIRROR
କିଛି...
କିଛି ଆଶା, କିଛି...
କିଛି ଆଶା,...
“
କିଛି ଆଶା, କିଛି ଅପେକ୍ଷା, କିଛି ସ୍ମୃତି, କିଛି ଅନୁଭୂତି, କିଛି ଶିକ୍ଷା, କିଛି ଭଲପାଇବା, କିଛି କ୍ଷମା, କିଛି ସହଯୋଗ ର ହାତ ବଢ଼େଇ ଆଗାମୀ ବର୍ଷ କୁ ସ୍ଵାଗତ କରିବା।
ଏ ବର୍ଷ ଟା ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।
ଜଗନ୍ନାଥ ସମସ୍ତଙ୍କୁ ଖୁସି ରେ ରଖନ୍ତୁ।
”
26
More oriya quote from Puspakesini Dash
Download StoryMirror App