STORYMIRROR

ଖୁସି...

ଖୁସି ସବୁବେଳେ କ୍ଷଣିକ ପାଇଁ ଆସିଥାଏ ତେଣୁ ସୁଖ ସମୟରେ ଅଧିକ ଖୁସି ହୋଇ ଆତ୍ମହରା ହୁଅନ୍ତୁ ନାହିଁ , କି ଦୁଃଖ ସମୟରେ ଅଧର୍ଯ୍ଯ ହୁଅନ୍ତୁ ନାହିଁ କାରଣ ଦୁଃଖ ବି କ୍ଷଣସ୍ଥାୟୀ , ଯେମିତି ଆକାଶରୁ ବର୍ଷା ଝରିଗଲା ପରେ କଳାବଉଦ ଆପେ ଆପେ ଉଭେଇ ଯାଏ ସେମିତି ଦୁଃଖ ରୂପୀ ବାଦଲ ବି ଦିନେ ଅପସରି ଯିବ ଆଉ ଖୁସିର ସକାଳ ବି ଆସିବ , କାରଣ ସମୟ ସମସ୍ତଙ୍କୁ ଥରେ ସୁଯୋଗ ଦିଏ । -Barsha Swain

By Barsha Swain
 172


More oriya quote from Barsha Swain
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments