STORYMIRROR
ଖୁସି ସବୁବେଳେ...
ଖୁସି ସବୁବେଳେ...
ଖୁସି...
“
ଖୁସି ସବୁବେଳେ କ୍ଷଣିକ ପାଇଁ ଆସିଥାଏ
ତେଣୁ ସୁଖ ସମୟରେ ଅଧିକ ଖୁସି ହୋଇ
ଆତ୍ମହରା ହୁଅନ୍ତୁ ନାହିଁ ,
କି ଦୁଃଖ ସମୟରେ ଅଧର୍ଯ୍ଯ ହୁଅନ୍ତୁ ନାହିଁ
କାରଣ ଦୁଃଖ ବି କ୍ଷଣସ୍ଥାୟୀ ,
ଯେମିତି ଆକାଶରୁ ବର୍ଷା ଝରିଗଲା ପରେ
କଳାବଉଦ ଆପେ ଆପେ ଉଭେଇ ଯାଏ
ସେମିତି ଦୁଃଖ ରୂପୀ ବାଦଲ ବି ଦିନେ ଅପସରି ଯିବ
ଆଉ ଖୁସିର ସକାଳ ବି ଆସିବ ,
କାରଣ ସମୟ ସମସ୍ତଙ୍କୁ ଥରେ ସୁଯୋଗ ଦିଏ ।
-Barsha Swain
”
345
More oriya quote from Barsha Swain
Download StoryMirror App