STORYMIRROR
ଖଟି ଖଟି ଯା'ର...
ଖଟି ଖଟି ଯା'ର...
ଖଟି ଖଟି...
“
ଖଟି ଖଟି ଯା'ର ଫିଟେନାହିଁ ପାଟି
ଛାତିକୁ ପଥର କରି
ଆଶାର ସଳିତା ଜାଳୁଥାଏ ନିତି
ସପନ ସଉଧ ଧରି ।
ସେଇ ସପନର ଶାଗୁଆ ହିଡରେ
ମଥା ନଇଁଯାଏ ମୋର
ମୋ ଭାଗ୍ୟରେଖାକୁ ଟାଣି ଦେଇଛୁ ମା
ତୋ ଭାଗ୍ୟକୁ କରି ଡୋର ।
@ଚିନ୍ମୟ
”
324
More oriya quote from Chinmay Behera
Download StoryMirror App