STORYMIRROR
ଖାଦ୍ୟ...
ଖାଦ୍ୟ ବିନା କେହି...
ଖାଦ୍ୟ ବିନା...
“
ଖାଦ୍ୟ ବିନା କେହି ବଞ୍ଚି ପାରନ୍ତିନି
ପଶୁ ହେଉ ଅବା ନର,
ଖାଦ୍ୟ ଖାଦକର ପ୍ରଚୁର ଭଣ୍ଡାର
ଖଞ୍ଜି ଛନ୍ତିତ ଈଶ୍ବର।
-ଆଶୁକବି ହେମନ୍ତ ଦାଶ
”
54
More oriya quote from Hemanta Kumar Dash
Similar oriya quote from Inspirational
Download StoryMirror App