STORYMIRROR
କେତେଦିନ...
କେତେଦିନ ଲୁହ
...
କେତେଦିନ...
“
କେତେଦିନ ଲୁହ
ବସା ବାନ୍ଧୁଥିବୁ
ଏ ଆଖିର ଦୁଇ କୋଣେ,,
ଦୁଃଖରେ ଝରୁଛୁ
ଦୁଇ ଧାର ହୋଇ
ସୁଖରେ ବି କିଛି କ୍ଷଣେ,,
ପଣତକାନିଟା
ପୋଛିଦିଏ ସିନା
ଓଠ ପିଏ ଅଭିମାନେ,,
”
134
More oriya quote from Amulya Kumar Nayak
Download StoryMirror App