STORYMIRROR

ଆଦ୍ଯ...

ଆଦ୍ଯ ଆଷାଢର ଭିଜା ମାଟିର ବାସ୍ନାରେ ପୋଡପିଠା ମହକରେ,, ମଥାରେ କୁକୁମ ପାଦରେ ଅଳତା ତୁମେ କୁହ ରଜ ଆସୁଛ କି ବଧୂ ବେଶରେ ଅବା କୁଆଁରୀ ଲାଜର ହସରେ ?

By Amulya Kumar Nayak
 229


More oriya quote from Amulya Kumar Nayak
26 Likes   0 Comments
15 Likes   0 Comments
23 Likes   0 Comments
15 Likes   0 Comments