STORYMIRROR
କେତେ...
କେତେ ଶୋକ କେତେ...
କେତେ ଶୋକ...
“
କେତେ ଶୋକ କେତେ ଦୁଃଖ
କେତେ ଲହୁ ଲୁହର କାହାଣୀ
ତା'ଭିତରେ ହସେଇଛୁ
ରାଶି ରାଶି ସପନକୁ ବୁଣି ।
ଅନ୍ଧାରକୁ ପିଇ ପିଇ
ଆଲୁଅର ସଡକ ଉପରେ
ଦେଖେଇଲୁ ଚଲା ବାଟ
ଜୀବନର ଅମୁହାଁ ଗଳିରେ ।
@ଚିନ୍ମୟ
”
284
More oriya quote from Chinmay Behera
Download StoryMirror App