STORYMIRROR
କେମିତି ମୁଁ...
କେମିତି ମୁଁ...
କେମିତି ମୁଁ...
“
କେମିତି ମୁଁ ବୁଝେଇବି ମନର ଭାଷାକୁ
ଛାତି ତଳେ ଲୁଚିଥିବା ଅସରା କୋହକୁ ।।
ଭାବନା କୁ ବୁଝେଇବି କେମିତି ଶବ୍ଦରେ
ଭାବନାର ରୂପ କିବା ଆଙ୍କି ହୋଇ ପାରେ ।।
ମନ କଥା ଲୁଚି ଅଛି ମୋ ଆଖି ଧାରେ
ଆଖି ଦେଖି ବୁଝିବାକୁ ଚେଷ୍ଟା କର ଥରେ ।।
”
590
More oriya quote from SushreeBaisakhi Sahoo
Download StoryMirror App